Sushanta Sir Official
59.1K subscribers
390 photos
13 videos
170 files
137 links
Develop a passion for learning. If you do, you will never cease to grow.👍
Download Telegram
This media is not supported in your browser
VIEW IN TELEGRAM
Thanks to all for your priceless love.🥰
#HabaTau 🤞
64🙏13👍7
Sushanta Sir Official
Photo
Those who are not qualified for any reason,don't worry.Continue your preparation with dedication until you achieve your goal.
#HabaTau
27🙏10👍7🥰3🫡1
Tension nai lenekaa.Exam denekaa.Ford ke aanekaa.
Best of luck to RHT Mains Aspirants
🔥👍
#HabaTau
🙏20👍1
🪔ସମସ୍ତଙ୍କୁ ଦୀପାବଳୀ ର ହାର୍ଦ୍ଧିକ ଶୁଭକାମନା । ଲକ୍ଷ୍ୟ ଏକ କିନ୍ତୁ ବାଧା ଅନେକ । ଜୀବନରେ ଲକ୍ଷ୍ୟର କେବେ ଅନ୍ତ ଘଟେନି । ଗୋଟିଏ ଲକ୍ଷ୍ୟ ପୂରଣ ହେଲେ ପୁନର୍ବାର ଆଉ ଗୋଟିଏ ର ଆରମ୍ଭ । ତେଣୁ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେବା ସହିତ ତା ମଧ୍ୟରେ ନିଜ ପରିବାର ସହିତ ଜୀବନକୁ ମଧ୍ୟ ନିଜ ସାମର୍ଥ୍ୟ ଅନୁସାରେ ସୁଖେ ଦୁଃଖେ ଜୀଇବା ।
ଆଶା କରୁଛି ସମସ୍ତେ ସୁରକ୍ଷିତ ଭାବରେ ଦୀପାବଳୀ ପାଳନ କରିବା,ବୟସ୍କ ବ୍ୟକ୍ତି,ଜୀବ ଜନ୍ତୁ ଙ୍କ ପ୍ରତି ଧ୍ୟାନ ଦେବା ଏବଂ ପ୍ରଦୂଷଣ ଯେତେ କମ୍ ହୋଇପାରିବ ଚେଷ୍ଟା କରିବା ।
🥰

ଲକ୍ଷ୍ୟ ପୂରଣ #HabaTau 👍
36🙏17👍7🎉2