REMINDER- ବାରମ୍ବାର କହୁଛି PURCHASE କରିବା ସମୟରେ କୋଡ଼ ବ୍ୟବହାର କର । 👍
🥰21👍10👏8😁2🤯2❤1
👍20❤5
Sushanta Sir Official
Photo
Those who are not qualified for any reason,don't worry.Continue your preparation with dedication until you achieve your goal.
#HabaTau
#HabaTau
❤27🙏10👍7🥰3🫡1
🟢 TOMORROW ➡️
@ 11AM - COMPUTER MARATHON
@ 7PM - PEDAGOGY & EVALUATION MARATHON FOR RHT MAINS & JTC 👍
@ 11AM - COMPUTER MARATHON
@ 7PM - PEDAGOGY & EVALUATION MARATHON FOR RHT MAINS & JTC 👍
👍20🙏13
Sushanta Sir Official pinned «⬜🌴🌴🌴 @11AM https://www.youtube.com/live/M0_ClTqWmDM?si=G7e-y3YlL-dkyLjo»
ଆଜିର ପବିତ୍ର ଗୁରୁ ଦିବସରେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା । ଜୀବନରେ ସଦାସର୍ବଦା ଗୁରୁ ଏବଂ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ତତ୍ସହିତ ସେମାନଙ୍କର ଆଦେଶ କୁ ଅନୁପାଳନ ପାଇଁ ଯଥାସାଧ୍ୟ ଚେଷ୍ଟିତ ହେବା । ନିଜର ଲକ୍ଷ୍ୟ ସାଧନାରେ ସେମାନଙ୍କର କିଞ୍ଚିତ ମାତ୍ର ସହଯୋଗ କୁ କେବେବି ଉପେକ୍ଷା କରିବା ନାହିଁ ।
ସମସ୍ତେ ନିଜର ଲକ୍ଷ୍ୟ ପଥରେ ଆଗକୁ ବଢ଼ିଚାଲ ଏବଂ ନିଜର ଲକ୍ଷ୍ୟ କୁ ସଠିକ୍ ସମୟରେ ହାସଲ କର ଏତିକି ତୁମମାନଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା 🙏💌🥰✍️😊
ସମସ୍ତେ ନିଜର ଲକ୍ଷ୍ୟ ପଥରେ ଆଗକୁ ବଢ଼ିଚାଲ ଏବଂ ନିଜର ଲକ୍ଷ୍ୟ କୁ ସଠିକ୍ ସମୟରେ ହାସଲ କର ଏତିକି ତୁମମାନଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା 🙏💌🥰✍️😊
🙏133❤20👍9