Sushanta Sir Official
Notice to change session or date of CV.pdf
👆For JT exam you can request to change RHT documents verification date.
👍4
Class will start @12PM.....We will discuss 150+ Qs in 90 minutes....Rapid fire....Super revision.....👍
👏10👍8
Best of luck to all junior teacher aspirants.👍
Be calm and cool.Time is sufficient.Take your time to attempt all the sections specially the CDP & Pedagogy section because negative marking is there.Go Ahead.Good luck 🤞.
Be calm and cool.Time is sufficient.Take your time to attempt all the sections specially the CDP & Pedagogy section because negative marking is there.Go Ahead.Good luck 🤞.
🙏47❤23👍11🏆6
🪔ସମସ୍ତଙ୍କୁ ଦୀପାବଳୀ ର ହାର୍ଦ୍ଧିକ ଶୁଭକାମନା । ଲକ୍ଷ୍ୟ ଏକ କିନ୍ତୁ ବାଧା ଅନେକ । ଜୀବନରେ ଲକ୍ଷ୍ୟର କେବେ ଅନ୍ତ ଘଟେନି । ଗୋଟିଏ ଲକ୍ଷ୍ୟ ପୂରଣ ହେଲେ ପୁନର୍ବାର ଆଉ ଗୋଟିଏ ର ଆରମ୍ଭ । ତେଣୁ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେବା ସହିତ ତା ମଧ୍ୟରେ ନିଜ ପରିବାର ସହିତ ଜୀବନକୁ ମଧ୍ୟ ନିଜ ସାମର୍ଥ୍ୟ ଅନୁସାରେ ସୁଖେ ଦୁଃଖେ ଜୀଇବା ।
ଆଶା କରୁଛି ସମସ୍ତେ ସୁରକ୍ଷିତ ଭାବରେ ଦୀପାବଳୀ ପାଳନ କରିବା,ବୟସ୍କ ବ୍ୟକ୍ତି,ଜୀବ ଜନ୍ତୁ ଙ୍କ ପ୍ରତି ଧ୍ୟାନ ଦେବା ଏବଂ ପ୍ରଦୂଷଣ ଯେତେ କମ୍ ହୋଇପାରିବ ଚେଷ୍ଟା କରିବା । 🥰
ଲକ୍ଷ୍ୟ ପୂରଣ #HabaTau 👍
ଆଶା କରୁଛି ସମସ୍ତେ ସୁରକ୍ଷିତ ଭାବରେ ଦୀପାବଳୀ ପାଳନ କରିବା,ବୟସ୍କ ବ୍ୟକ୍ତି,ଜୀବ ଜନ୍ତୁ ଙ୍କ ପ୍ରତି ଧ୍ୟାନ ଦେବା ଏବଂ ପ୍ରଦୂଷଣ ଯେତେ କମ୍ ହୋଇପାରିବ ଚେଷ୍ଟା କରିବା । 🥰
ଲକ୍ଷ୍ୟ ପୂରଣ #HabaTau 👍
❤36🙏17👍7🎉2
ସମସ୍ତଙ୍କୁ 🚸 ଶିଶୁ ଦିବସର ହାର୍ଦ୍ଧିକ ଅଭିନନ୍ଦନ। ସମସ୍ତଙ୍କ ଭିତରେ ବର୍ତ୍ତମାନ ବି ଗୋଟିଏ ଛୁଆ ପଣ ଲୁଚିକି ରହିଥିବ । ଆଉ ରହିବା ମଧ୍ୟ ଦରକାର । ଯାହା ହେଲେବି ବାପା,ମା ଓ ବଡ଼ ଙ୍କ ଆଗରେ ତ ସମସ୍ତେ ବର୍ତ୍ତମାନ ବି ଛୁଆ । ଚେଷ୍ଟା କରିବା ଯେପରି ସମସ୍ତ ଶିଶୁ ଯେ କୌଣସି ବର୍ଗର ହୁଅନ୍ତୁ ନା କାହିଁକି ଯେପରି ଏକ ସୁସ୍ଥ ପରିବେଶରେ,ସଠିକ୍ ପୋଷଣ ସହିତ ସଠିକ୍ ଶିକ୍ଷା ପାଇ ଆଗକୁ ବଢିପାରିବେ । 🧘⛹️🏊🧑💻🧑🏫📝🛌🥰👍
🥰38👍21❤13🙏12👌4🤔1