Odisha Tech Vision
506 subscribers
32 photos
21 files
47 links
Odisha Tech Vision YouTube Channel
Download Telegram
PG and UG College Open Notic
Odisha Tech Vision
Photo
Big Opportunity For Students Apply If You Want Those Job
Video କାଲି ସକାଳେ ଆସିବ ପୁରା details re
ଯୁକ୍ତ ତିନି ଦ୍ଵିତୀୟ ପର୍ଯ୍ୟାୟ ଆଡ଼ମିଶନ ୨୦୨୧

କେଉଁ ମାନେ ଆବେଦନ କରିପାରିବେ

➡️ ଯେଉଁ ମାନେ PHASE I ରେ ଯୋଗ୍ୟ ବିବେଚିତ ହୋଇ ଆଡ଼ମିଶନ କରି ଥିଲେ

➡️ ଯେଉଁ ମାନେ PHASE I ରେ ଯୋଗ୍ୟ ବିବେଚିତ ହୋଇ ଥିଲେ କିନ୍ତୁ ଆଡ଼ମିଶନ କରି ନଥିଲେ

➡️ ଯେଉଁ ମାନେ PHASE I ରେ ଆବେଦନ କରି ପାରି ନ ଥିଲେ



ଆବେଦନ ପ୍ରକ୍ରିୟା

➡️ ଯେଉଁ ମାନେ PHASE I ରେ CAF FEES ଦେଇ ଥିଲେ,ସେମାନେ ପୁନର୍ବାର FEES ଦେବାର ଆବଶ୍ୟକତା ନାହିଁ।ପୂର୍ବ I'd & PASSWORD ମାଧ୍ୟମ ରେ ଆବେଦନ କରି ପାରିବେ

➡️ ଯେଉଁ ମାନେ ନୂତନ ଭାବେ CAF ଆବେଦନ କରିବେ, ସେମାନେ CAF FEES ଦେବାକୁ ବାଧ୍ୟ

➡️ ଆବେଦନ କରିବା ସମୟରେ ସର୍ବନିମ୍ନ ୫ ଏବଂ ସର୍ବାଧିକ ୨୦ ଟି କଲେଜ୍/HONS. ପାଇଁ ଆବେଦନ କରି ପାରିବେ

➡️ PHASE-II ଆବେଦନ ପ୍ରକ୍ରିୟା ରେ SLIDE-UP OPTION କୁ ଉଚ୍ଛେଦ କରା ଯାଇଛି

➡️ ଯେଉଁ ମାନେ PHASE-I ରେ ଆଡ଼ମିଶନ କରି ଥିଲେ ଏବଂ ପୁନର୍ବାର PHASE-II ରେ ମନୋନୀତ ହେଉଛନ୍ତି ତେବେ ସେମାନେ PHASE-II INTIMATION LETTER ସହ AUTO GENERATED CLC ADMISSION ସମୟ ରେ ପ୍ରଦାନ କରିବେ

➡️ ଯଦି ସେ ଗୋଟିଏ ରୁ ଅଧିକ କଲେଜ୍ ପାଇଁ ଚୟନ ହେଉଛନ୍ତି,ତେବେ ଗୋଟିଏ କଲେଜ୍ ର ଆଡ଼ମିଶନ FEES ଦେଇ INTIMATION LETTER ଏବଂ AUTO GENERATED CLC DOWNLOAD କରି ପାରିବେ

➡️ INTIMATION LETTER DOWNLOAD କରି ସାରିବା ପରେ ଆଡ଼ମିଶନ କରିବାକୁ ବାଧ୍ୟ

➡️ PHASE-II ମନୋନୀତ ହୋଇ ମଧ୍ୟ ଆଡ଼ମିଶନ ନ କଲେ, ସେ ସିଟ ପାଇଁ ନାମ କଟି ଯିବ

➡️ ଯଦି FIRST SELECTION ପରେ SEAT ବଳକା ଥାଏ,ତେବେ SECOND SELECTION ଆସିବ

➡️ FIRST SELECTION ଏବଂ SECOND SELECTION ପରେ କଲେଜ୍ ଦ୍ଵାରା ବଳକା ସିଟ ପାଇଁ WAIT LIST ପ୍ରସ୍ତୁତ କରାଯିବ

➡️ WAIT LIST ବଳକା ଥିବା ସିଟ ସଂଖ୍ୟା ର ପାଞ୍ଚ ଗୁଣା ପିଲା ମାନଙ୍କୁ ନେଇ ପ୍ରସ୍ତୁତ କରା ଯିବ

➡️ ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ନୋଟିସ୍‌ ଜାରି କରାଯାଇଛି

➡️ ନଭେମ୍ବର ୨୩ ତାରିଖ ପୂର୍ବାହ୍ନ ୧୧ଟା ଠାରୁ ୨୮ ତାରିଖ ରାତି ୧୧ଟା ୪୫ ଯାଏଁ ସାମ୍‌ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ

➡️ ଡିସେମ୍ବର ୩ ଅପରାହ୍ନ ୨ଟାରେ ପ୍ରଥମ ଓ ୧୦ ତାରିଖ ଅପରାହ୍ନ ୨ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ

➡️ ପ୍ରଥମ ମେଧା ତାଲିକା ପାଇଁ ଡିସେମ୍ବର ୪ରୁ ୭ ତାରିଖ ଯାଏଁ ରବିବାର ବ୍ୟତୀତ ନାମଲେଖା ହେବ

➡️ ସେହିପରି ଡିସେମ୍ବର ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ନାମଲେଖା ହେବ

➡️ ଯୁକ୍ତ ତିନି ତୃତୀୟ ପର୍ଯ୍ୟାୟ, ଦ୍ଵିତୀୟ ପର୍ଯ୍ୟାୟ ପରେ ବଳକା ରହୁ ଥିବା ସିଟ ଉପରେ ନିର୍ଭର କରିବ, ତେଣୁ ଅଯଥା ରେ ଏ ପ୍ରଶ୍ନ ପଚାରନ୍ତୁ ନାହିଁ
Jr merit schlorship.pdf
1.3 MB
junior merit scholarship 2021 odisha notice
resume.docx
59.5 KB
Resume demo edit according to your need
Jio New Plans From 1 Dec
Price Hiked
becil job.pdf
733.7 KB
becil 10th pass job notice
Odisha Tech Vision
notice.jpg
all college and university closed from 10th Jan 2022 official notice