Happy Father's day to all.
ପିତୃ ଦିବସରେ ସମସ୍ତଙ୍କର ପିତାଙ୍କୁ ମୋର ପ୍ରଣାମ ଏବଂ ମାଆ ଙ୍କୁ ମଧ୍ୟ ।🙏
ବେଳେ ବେଳେ ସମୟ ଏଭଳି ଖେଳ ଖେଳେ ଯାହାକି କଳ୍ପନା କରାଯାଇନଥାଏ । ସବୁ କିଛି ଓଲଟ ପାଲଟ ହୋଇଯାଏ । ଯେମିତି ମୋ ବାପାଙ୍କୁ ମୁଁ ହରେଇଛି । ତାଙ୍କ ଅନୁପସ୍ଥିତି କେତେ ଯେ କଷ୍ଟଦାୟକ ଏବଂ ଭାରାକ୍ରାନ୍ତ ତାହା ଅବର୍ଣ୍ଣନୀୟ । ହୁଏତ ସେ ସଶରୀର ଆମ ସହିତ ନାହାନ୍ତି କିନ୍ତୁ ସବୁବେଳେ ସଠିକ୍ ଦିଗରେ ଚାଲିବା ପାଇଁ ଅଦୃଶ୍ୟ ଭାବରେ ପଛରେ ରହି ପ୍ରବର୍ତ୍ତାଇଛନ୍ତି । 🙏
ତେଣୁ ତୁମ ମାନଙ୍କୁ ଗୋଟିଏ ଅନୁରୋଧ କି ସମୟର ଅପଚୟ କରନାହିଁ । ବର୍ତ୍ତମାନ ସମୟରେ କେତେବେଳେ ଯେ କଣ ହେବ କହିହେବ ନାହିଁ । ତେଣୁ ଆମେ ମାନେ ଯେପରି ସେମାନଙ୍କର ସ୍ବପ୍ନକୁ ଯଥାଶୀଘ୍ର ପୂରଣ କରିପାରିବା ସେ ଦିଗରେ ଚେଷ୍ଟିତ ରହିବା ଦରକାର ।
ତୁମେ ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛ ତେଣୁ ନିଜକୁ ଦୃଢ଼ ରଖ ଏବଂ ପଢାରୁ ବିଲକୁଲ ବିଚ୍ୟୁତ ହୁଅନି । ନିଶ୍ଚିତ ନିଶ୍ଚିତ ନିଶ୍ଚିତ ଭାବରେ ଯେଉଁମାନେ ଆମ ସଫଳତା ପାଇଁ ସ୍ବପ୍ନ ଦେଖୁଛନ୍ତି,ସେମାନଙ୍କ ମୁହଁରେ ଖୁସି ଝଲସିବ । 👍
#Back_to_the_track
#ହବତଉ

🙏84❤29👍12😢5
🟢 D.EL.ED CT ENTRANCE RESULT OUT.
Check here-👇
https://test.cbexams.com/OtherProj/SCERT/MARK/Login.aspx

👍7👏3😁1
⚪ OTET ADMIT CARD OUT.
Check here-👇
https://onlineapps.bseodisha.ac.in/otetadmit2022_02/AdmitcardDefault.aspx

🙏10😢2😁1
⚪ PEO & JA ADMIT CARD OUT.
CHECK HERE-👇 https://www.osssc.gov.in/Applicant/admitcard.aspx

👍31❤2🤔2👏1