କଜ୍ଜଳ ପୂରିତ ଲୋଚନ ଧାରେ
ସ୍ତନ ଯୁଗ ଶୋଭିତ ମୁକୁତା ହାରେ
ଦେବୀ ପୁସ୍ତକ ରଞ୍ଜିତ ହସ୍ତେ
ଭଗବତୀ ଭାରତୀ ଦେବୀ ନମସ୍ତେ
ଜୟ ବୀଣାପାଣି ଜଗତ ଜନନୀ
ଜୟ ଜୟ ମରାଳ ବାହିନୀ
ଜୟ ପଙ୍କଜ ବାସିନୀ ଭକ୍ତ ଦୂରିତ ନାଶିନି
ଜୟ ଜୟ ମା ବିଦ୍ୟା ଦାୟିନୀ
ପଦ ନମସ୍ତେ ନମସ୍ତେ ମାତ ଭଗବତୀ ଭାରତୀ
ନମସ୍ତେ ନମସ୍ତେ ମାତ ବେଦପତି ଦୁହିତି
ଦୟାମୟୀ କର ଦୟା
ଦିଅ ତବ ପଦ ଛାୟା
ଜ୍ଞାନ ଦିଅ ଶ୍ରୀକୃଷ୍ଣ ମୋହିନୀ
ଆଜନ୍ମ କାଳରୁ ଅଟେ ମୁହିଁ ତବ ସେବକ
ନାହିଁ ବିଦ୍ୟା ବୁଦ୍ଧି ମାତ ସ୍ୱଭାବେ ମୁଁ ବାଳକ
ଦିବା ନିଶି ଶ୍ରିଚରଣେ କମଳେ କରିଛି ଧ୍ୟାନ
ହମିଦ କରଇ ବୀଣାପାଣିର ଚରଣେ ଶରଣ ।
ନିଜ ନିଜର ଲକ୍ଷ୍ୟକୁ ସାଧନ ଦିଗରେ ଅହରହ ଉଦ୍ୟମ ଜାରି ରହୁ | ମା ଙ୍କ ଆଶୀର୍ବାଦ ସଦାସର୍ବଦା ସଭିଙ୍କ ଉପରେ ରହିଥାଉ | ଏତିକି ପ୍ରାର୍ଥନା 🙏
ସ୍ତନ ଯୁଗ ଶୋଭିତ ମୁକୁତା ହାରେ
ଦେବୀ ପୁସ୍ତକ ରଞ୍ଜିତ ହସ୍ତେ
ଭଗବତୀ ଭାରତୀ ଦେବୀ ନମସ୍ତେ
ଜୟ ବୀଣାପାଣି ଜଗତ ଜନନୀ
ଜୟ ଜୟ ମରାଳ ବାହିନୀ
ଜୟ ପଙ୍କଜ ବାସିନୀ ଭକ୍ତ ଦୂରିତ ନାଶିନି
ଜୟ ଜୟ ମା ବିଦ୍ୟା ଦାୟିନୀ
ପଦ ନମସ୍ତେ ନମସ୍ତେ ମାତ ଭଗବତୀ ଭାରତୀ
ନମସ୍ତେ ନମସ୍ତେ ମାତ ବେଦପତି ଦୁହିତି
ଦୟାମୟୀ କର ଦୟା
ଦିଅ ତବ ପଦ ଛାୟା
ଜ୍ଞାନ ଦିଅ ଶ୍ରୀକୃଷ୍ଣ ମୋହିନୀ
ଆଜନ୍ମ କାଳରୁ ଅଟେ ମୁହିଁ ତବ ସେବକ
ନାହିଁ ବିଦ୍ୟା ବୁଦ୍ଧି ମାତ ସ୍ୱଭାବେ ମୁଁ ବାଳକ
ଦିବା ନିଶି ଶ୍ରିଚରଣେ କମଳେ କରିଛି ଧ୍ୟାନ
ହମିଦ କରଇ ବୀଣାପାଣିର ଚରଣେ ଶରଣ ।
ନିଜ ନିଜର ଲକ୍ଷ୍ୟକୁ ସାଧନ ଦିଗରେ ଅହରହ ଉଦ୍ୟମ ଜାରି ରହୁ | ମା ଙ୍କ ଆଶୀର୍ବାଦ ସଦାସର୍ବଦା ସଭିଙ୍କ ଉପରେ ରହିଥାଉ | ଏତିକି ପ୍ରାର୍ଥନା 🙏
🙏220👍25❤24🥰11🔥1😁1